ଠୁଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥୂଳ; ସ୍ତ ପୀକୃତ; ତୁଳ ସଂସ୍କୃତ - ଅଟ୍ଟାଳ) ସମ୍ପାଦନା

୧. ଗଦା କରାଯାଇଥିବା —୧. Heaped up.
୨. ଏକୀଭୂତ; ସଂହତ; ମିଳିତ; ରୁଣ୍ଡ — ୨. Crowded; colleted together; amassed.

ଗରଜନ ପବନ ହୋଇ ଏକ ମେଳ ରହିଛନ୍ତି ତହିଁରେ ହୋଇଣ ସେ ଠୁଳ କୃଷ୍ଣସିଂହ, ମହାଭାରତ ସଭା

୩. ଦଳବଦ୍ଧ —୩. Formed into a herd; herded together.

ପାଣି ପିଇବାକୁ ଆସିବେ ହୋଇ ଠୁଳ କୃଷ୍ଣସିଂହ. ମହାଭାରତ. ବନ

୪. ସମଷ୍ଟି କରାଯାଇ ଥିବା (ବହୁସଂଖ୍ୟା) — ୪. Added up; totalled (many numbers).

ଅନୁବାଦ ସମ୍ପାଦନା

ବିଶେଷ୍ୟ - ସମ୍ପାଦନା

୧. ମୋଟ୍; ସମଷ୍ଟି —୧. Collection; total.
୨. ଗଦା ଥାକ —୨. Heap; stack.
୩. ରାଶି ଥାକ —୩. Mass.

ବିଶେଷ୍ୟ - ଓବିଶେଷଣ - ସମ୍ପାଦନା

ଠୁଳ (ଦେଖ) - —Ṭhūḻa (See)



ଠୁଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥୂଳ) ସମ୍ପାଦନା

୧. (ତାନ୍ତ୍ରିକ ସାଧନା) ମାତ୍ରା; ଚିହ୍ନ; ନିଶାଣ —୧. (tantric exercise) Sign; symbol.

ତୋ ବର୍ଣ୍ଣ ବେଦରୁ ବାହାର ଠୁଳ ଶୁନ୍ୟରୁ ଆଭ୍ୟନ୍ତର ପ୍ରାଚୀ. ବ୍ରହ୍ମନିରୂପଣ ଗାତା

୨. (ତାନ୍ତ୍ରିକ ସାଧନା) ଜୀବାତ୍ମା ଓ ଅଜୀବ ବା ପରମାତ୍ମାର ମିଳନ ସ୍ଥାନ; ଅର୍ଦ୍ଧମାତ୍ରା —୨. (tantric exercise)
The centre where the Individual Soul and the Divine Soul meet.

ଆକାଶ ପରେ ପୃଥ୍ୱୀ କି ସେ ଶୂନ୍ୟ ଉପରେ ଠଳ ଦିଶେ ଭୂପତି. ପ୍ରେମପଞ୍ଚାମୃତ

ବିଶେଷଣ - ସମ୍ପାଦନା

୧. କେବଳ —୧. Only; mere.

ଅବ୍ୟୟ ଅକ୍ଷୟ ଅଥୟ ନାମଟି ଠୂଳ ଶୂନ୍ୟମୟ ଭୂପତି. ପ୍ରେମପଞ୍ଚାମୃତ

୨. ସ୍ଥୂଳରୂପ ଧାରୀ — ୨. Having a material shape.

ବିଶେଷ୍ୟ - ଓବିଶେଷଣ - ସମ୍ପାଦନା

ଠୂଳ (ଦେଖ) - —Ṭhuḻa (See)