ଠୁଙ୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଶାଖାପତ୍ରାଦିବିହୀନ; ଥୁଣ୍ଟା (ଗଛ) — ୧. Pollard (tree); lopped off.
୨. (ସଂସ୍କୃତ - ନଗ୍ନ) ପୃଙ୍ଗା; ବସ୍ତ୍ରାଦିଦ୍ୱାରା ଅନାବୃତଶରୀର — ୨. With naked or uncovered body.

[ଦ୍ରଷ୍ଟବ୍ୟ —ଯେଉଁ ବ୍ୟକ୍ତର ସର୍ବାଙ୍ଗରେ ଲୁଗା ନ ଥାଏ ତାକୁ ଲଙ୍ଗଳା (ନଗ୍ନ) ବୋଲାଯାଏ ଯେଉଁ ବ୍ୟକ୍ତି ଖଣ୍ଡିଏ ମାତ୍ର ଲୁଗା ବା କନା ଅଣ୍ଟା ଚାରିପାଖେ ପିନ୍ଧିଥାଏ ଓ ଅଣ୍ଟାପାଖ ଓ ଅଣ୍ଟାତଳ ଛଡ଼ା ଶରୀରର ଅନ୍ୟ ଅଂଶମାନ ଅନାବୃତ ଥାଏ ତାକୁ ଠୁଙାଗା ବୋଲାଯାଏ]

ଅନୁବାଦ ସମ୍ପାଦନା

୩. (ସଂସ୍କୃତ - ଏକାକୀ) ଏକାକୀ — ୩. Alone; solitary.

ଚମ୍ପା ଓଦା ହାତଟା ମୁହଁରେ ବୁଲାଇଦେଇ ଠୁଙ୍ଗା ହୋଇ ଭାତପତ୍ର ପାଖରେ ବସି ବଡ଼ ବଡ଼ ଗୁଣ୍ଡାରେ ସୁଡ଼ ସୁଡ଼ ଶବ୍ଦରେ ଦଣ୍ଡକ ମଧ୍ୟରେ ପତ୍ର ଖାଲି କରି ଦେଲା ଫକୀରମୋହନ. ଛମାଣଆଠଗୁଣ୍ଠ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଏକ ବସ୍ତ୍ର ପରିଧାନକାରୀ ବ୍ୟକ୍ତିର ଅଣ୍ଟାଠାରୁ ଉପରକୁ ଥିବା ଅନାବୃତ ଦେହ —୧. The bare upper part of the body of a person (who has got only one piece of cloth round the loins).
୨. (ସଂସ୍କୃତ - ଦ୍ରୋଣ) ଠୋଙ୍ଗା; ପତ୍ର ବା କାଗଜର ଠୋଲା — ୨. A cone-shaped case made of leaves or paper (to put sweetmeats etc.).