ଠୁଙ୍କାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଅନ୍ୟ ବ୍ୟକ୍ତିଦ୍ୱାରା ଠୁଙ୍କା ବା ପ୍ରହାର କରାଇବା —To cause a person to be cudgelled.

(ଯଥା—ପିଲାମାନେ ଘରେ ଦୁଷ୍ଟାମୀ କରିବାରୁ ପିତା ଗୁରୁଙ୍କୁ କହି ସେମାନଙ୍କୁ ଆଚ୍ଛାକରି ଠୁଙ୍କେଇଲେ)