ଠୁଙ୍କା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଛୋଟ ଠେଙ୍ଗଣୀଦ୍ୱାରା ପ୍ରହାର — ୧. Beating; beating with a short cudgel; cudgelling.
୨. ଆବଦ୍ଧ କରିବା; କଏଦ୍ କରିବା — ୨. Confinement.
୩. ଆକଣ୍ଠ ଭୋଜନ —୩. Full meal.