ଠୁକେଇ ଠୁକେଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଶେଷଣ - (ଠୁକାଇବା କ୍ରିୟାର ଅସମାପିକା ରୂପର ଦ୍ୱିତ୍ୱ; କ୍ରି.ବିଶେଷଣ - ରୂପେ ବ୍ୟବହୃତ) ସମ୍ପାଦନା

ଭୂମିରେ ନାତିଧୀର ନାତିଶୀଘ୍ର ପାଦ ପକାଇ (ଚାଲିବା) —(to walk) With slow foot steps.