ଠୁକେଇ ଠୁକେଇ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. ବିଶେଷଣ - (ଠୁକାଇବା କ୍ରିୟାର ଅସମାପିକା ରୂପର ଦ୍ୱିତ୍ୱ; କ୍ରି.ବିଶେଷଣ - ରୂପେ ବ୍ୟବହୃତ)

ସମ୍ପାଦନା

ଭୂମିରେ ନାତିଧୀର ନାତିଶୀଘ୍ର ପାଦ ପକାଇ (ଚାଲିବା) —(to walk) With slow foot steps.