ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଠୁକୁରାଇବା
ଭାଷା
ଦେଖିବେ
ସମ୍ପାଦନା
ଠୁକୁରାଇବା
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - କ୍ରି. (ସଂସ୍କୃତ - ତ୍ରୋଟି=ପକ୍ଷୀର ଚଞ୍ଚୁ)
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Ṭhukurāibā
ଆଇ.ପି.ଏ.
— ʈʰˈukuɾˌaibˌa
ଅନୁବାଦ
ସମ୍ପାଦନା
ଠୁକୁରାଇବା
ବଙ୍ଗାଳୀ:
ঠোকরান
ହିନ୍ଦୀ:
ठुकराना
ଦେଶଜ - କ୍ରି. (ସଂସ୍କୃତ - ତ୍ରୋଟି=ପକ୍ଷୀର ଚଞ୍ଚୁ)
ସମ୍ପାଦନା
୧. ଠୁକୁ ଠକୁ ଶବ୍ଦ କରି ବା ଦୃଢ଼ ପଦାର୍ଥରେ ସାମାନ୍ୟ ଆଘାତ କରି କୌଣସି କାର୍ଯ୍ୟ କରିବା — ୧. To do anything by making a gentle hard sound.
୨. ଠୋକରାଇବା; ଥଣ୍ଟଦ୍ୱାରା କଠିନ ବସ୍ତୁରେ ସାମାନ୍ୟ ଆଘାତ କରିବା —୨. To peck.