ଠୁକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଷ୍ଟ୍ୟୈ ଧାତୁ=ଶବ୍ଦ କରିବା; ଧୂକ୍ଷ ଧାତୁ= କ୍ଳେଶନ; କିମ୍ୱା ଧ୍ୱନ୍ୟନୁକରଣ) ସମ୍ପାଦନା

୧. ଧୀରଭାବରେ କଠିନ ପଦାର୍ଥରେ ଆଘାତ କରିବା — ୧. To strike on a hard thing slowly.

ଠ ବର୍ତ୍ତୂଳ ସ୍ତନେ ନଖ ଠୁକିଲେ ହେଲେ ବିମୁଖ—କବିସୂର୍ଯ୍ୟ. ସଙ୍ଗୀତ

୨. ଠୁକୁରାଇବା —୨. To peck repeatedly; to strike gently.
୩. (ଟେକା) ଫିଙ୍ଗିବା —୩. To pelt.

ଟେକି ଠୁକିଲି ଲୋଷ୍ଟ ସର୍ବ ସୁପର୍ବ ଶ୍ରେଷ୍ଠ ଚନ୍ଦ୍ରଚୂଳ ଦେଉଳ ହାରକୁରେ କବିସୂର୍ଯ୍ୟ. ସଙ୍ଗୀତ