ଠୁକା ଠୁକି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଦୁଇ ଜଣଙ୍କ ମଧ୍ୟରେ ସାମାନ୍ୟ ଉତ୍ତର— ପ୍ରତ୍ୟୁତ୍ତର ବା କଳି — ୧. A breeze; slight verbal attercation.
୨. ପରସ୍ପର ମଧ୍ୟରେ ସାମାନ୍ୟ ଶବ୍ଦରେ ଆଘାତ ପ୍ରତିଘାତ —୨. Mutual pecking at each other.

ଚଢ଼େଇ ଦିଓଟି ଠୁକାଠୁକି—ଶିଶୁକ୍ରୀଡ଼ା ଗୀତ