ଠୁଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ପଞ୍ଚମୀ ବିଭକ୍ତିର ଚିହ୍ନ) ସମ୍ପାଦନା

୧. ଠାରୁ — ୧. From.

ନୋହିଲେ ମରିବି ମୁଁ ଛାଡ଼ ମୋଠୁଁ ସ୍ନେହ କୃଷ୍ଣସିଂହ. ମହାଭାରତ. ବନ

୨. ଅପେକ୍ଷା —୨. Than.
୩. ଅମୁକ କାଳରୁ; ଅବଧି —୩. Since.