ଠି(କେ)ଇବା
ଠି(କେ)ଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ -
ସମ୍ପାଦନା- ୧. କୌଣସି ବ୍ୟକ୍ତିର ସମ୍ମୁଖରେ ବାଧା ହାବୁଡ଼େଇବା —୧. To make a man encounter obstacles; to put obstacles in one's way.
- ୨. ମନୁଷ୍ୟକୁ ଶିକ୍ଷା ଦେବା — ୨. To teach a man a lesson.
- ୩. ଠିକ୍ କିରବା; ଠିକଣା ବା ସ୍ଥିର ବା ମନୋନୀତ କରିବା —୩. To settle or select a thing wanted.
(ଯଥା—ଚାଷ ଓ ଶଗଡ଼ ଦୁଇକାମର ଉପଯୋଗୀ ଗୋଟିଏ ବଳଦ ମୁଁ ଠିକେଇଛି)