ଠି(କେ)ଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କୌଣସି ବ୍ୟକ୍ତିର ସମ୍ମୁଖରେ ବାଧା ହାବୁଡ଼େଇବା —୧. To make a man encounter obstacles; to put obstacles in one's way.
୨. ମନୁଷ୍ୟକୁ ଶିକ୍ଷା ଦେବା — ୨. To teach a man a lesson.
୩. ଠିକ୍ କିରବା; ଠିକଣା ବା ସ୍ଥିର ବା ମନୋନୀତ କରିବା —୩. To settle or select a thing wanted.

(ଯଥା—ଚାଷ ଓ ଶଗଡ଼ ଦୁଇକାମର ଉପଯୋଗୀ ଗୋଟିଏ ବଳଦ ମୁଁ ଠିକେଇଛି)