ଠିଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥୂଳ) ସମ୍ପାଦନା

୧. ସମ୍ପୂର୍ଣ୍ଣ —୧. Full.

(ଯଥା—ଭୋଜନରେ ମୋ ପେଟ ଠିଲ୍ ହୋଇଗଲା)

୨. ପ୍ରଚୁର —୨. More than sufficient.