ଠିର୍କାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଠିରିକା(କେ)ଇବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ - ସମ୍ପାଦନା

କୌଣସି ବ୍ୟକ୍ତିକୁ ବା ଜୀବକୁ ଆଗରୁ ସାବଧାନ କରି ଦେବାରୁ କୌଣସି ସ୍ଥଳରୁ ସେ ଚାଲି ଯିବାର ଉପାୟ କରିବା; ଟରକେଇବା —To warn away a person or animal from a place.