ଠିରିକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଠିରିକିଯିବା—ଅନ୍ୟରୂପ)

ଗ୍ରାମ୍ୟ - କ୍ରିୟାପଦ - ସମ୍ପାଦନା

ମାଟିରୁ ପାଗ ବା ଆର୍ଦ୍ରତା ଛାଡ଼ି ଯିବା (ମାଟି ଟାଣ ହୋଇଯାଏ) —To dry up (said of a soil) and harden.