ଠିରକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଠରିକା—ଅନ୍ୟରୂପ)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ବାଉଁଶ ନିର୍ମିତ ବାଦ୍ୟ ଯନ୍ତ୍ର ବିଶେଷ — A kind of contribance made of bamboo which is struck with ୨ sticks and produces a hollow sound which scares away wild beasts from fields during the night.

[ଦ୍ରଷ୍ଟବ୍ୟ —ଗୋଟିଏ ପୋଲା ବାଉଁଶ ନଳୀରୁ ଫାଳେ ଚିରି ତାହାର ପଛ ପାଖ ମୁଦି ସେଥିରେ ଖଣ୍ଡିଏ ଦଉଡ଼ା ଲଗାଇ୨ ଖଣ୍ଡ କାଠିରେ ତା ଉପରେ ଆଘାତ କଲେ ସେହି ଶବ୍ଦଦ୍ୱାରା ରାତିରେ ଫସଲ ନଷ୍ଟ କରୁଥିବା ପଶୁମାନେ ହୁରିଡ଼ି କରି ପଳାନ୍ତି]