ଠିକ୍ ଠାକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ଓ କ୍ରି.ବିଶେଷଣ - ସମ୍ପାଦନା

୧. ସୁନିଶ୍ଚିତ; ସ୍ଥିରୀକୃତ — ୧. Settled.
୨. ନିୟମାଧୀନ —୨. Ordered; orderly.
୩. ନିରୂପିତ; ନିର୍ଧିଷ୍ଟ —୩. Certain; ascertained.
୪. ସୁସମାହିତ —୪. Completed; well arranged.
୫. କମ୍ ବା ବେଶି ନ ହୋଇ —୫. Fitting, exact; precies.
୬. ନିଷ୍ପତ୍ତି କରା ଯାଇଥିବା — ୬. Decided; settled.