ଠିକ୍ କିରିବା
ଠିକ୍ କିରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ - (ଧମକାଣରେ ବ୍ୟବହୃତ)
ସମ୍ପାଦନା- ୧. (ଲକ୍ଷଣାର୍ଥ) ସୁଶାସିତ କରିବା ବା ଜବତ୍ କରିବା — ୧. (figurative) To bring under control; to teach a lesson.
(ଯଥା—ମୁଁ ତତେ ଠିକ୍ କରି ଦେବି)
- ୨. ନିଷ୍ପନ୍ନ ବା ସମ୍ପନ୍ନ କରିବା —୨. To complete; to accomplish.
- ୩. ନିଶ୍ଚୟ ବା ସ୍ଥିର କରିବା; ନିରୂପଣ କରିବା — ୨. To ascertain; to settle; to make sure.
- ୪. ବାଟକୁ ଆଣିବା; ସୁଧାରିବା —୪. To set right.