ଠିକ୍ କିରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ଧମକାଣରେ ବ୍ୟବହୃତ) ସମ୍ପାଦନା

୧. (ଲକ୍ଷଣାର୍ଥ) ସୁଶାସିତ କରିବା ବା ଜବତ୍ କରିବା — ୧. (figurative) To bring under control; to teach a lesson.

(ଯଥା—ମୁଁ ତତେ ଠିକ୍ କରି ଦେବି)

୨. ନିଷ୍ପନ୍ନ ବା ସମ୍ପନ୍ନ କରିବା —୨. To complete; to accomplish.
୩. ନିଶ୍ଚୟ ବା ସ୍ଥିର କରିବା; ନିରୂପଣ କରିବା — ୨. To ascertain; to settle; to make sure.
୪. ବାଟକୁ ଆଣିବା; ସୁଧାରିବା —୪. To set right.