ଠିକ୍କା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ତାସ୍ ଖେଳରେ ଗୋଟିଏ ବିନ୍ଦୁ ବା ସଂଖ୍ୟା ଥିବା ତାସ୍ ଖଣ୍ଡ; ଟିକ୍କା — ୧. The ace of cards; the card having a single point on it.

[ଦ୍ରଷ୍ଟବ୍ୟ —ତାସ୍ ଖେଳରେ ୪ ରଙ୍ଗ (ନାଲି ପାନ—Heart, ଇସ୍କାପାନ ବା କଳାପାନ—Spade, ଚିଡ଼ିତନ—Club, ଏବଂ ଠିକିରି ବା ରୁହିତନ୍—Diamond); ପ୍ରତ୍ୟେକ ରଙ୍ଗର ୧୩: ପଟ ଲେଖାଏଁ (୧ ଠାରୁ ୧, ଗୋଲାମ—୧୧: , ବିବୀ—୧୨: , ସାହେବ—୧୩: ) ଥାଏ ୧ ସଂଖ୍ୟା ବା ବିନ୍ଦୁ ଯୁକ୍ତ ତାସର ମୂଲ୍ୟ ୧୪: ଅର୍ଥାତ୍ ସମସ୍ତଙ୍କ ଅପେକ୍ଷା ଅଧିକ ଏଥିପାଇଁ ସମସ୍ତଙ୍କ ମଧ୍ୟରୁ ପ୍ରଧାନ ବ୍ୟକ୍ତିକୁ 'ଠିକ୍କା' ସଙ୍ଗେ ତୁଳନା କରାଯାଏ]

୨. ବହୁ ଲୋକଙ୍କ ମଧ୍ୟରେ ପ୍ରଧାନ ବ୍ୟକ୍ତି — ୨. The chief person in an assemblage.