ଠିକି ଶିଖିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ସଂସାରକ୍ଷେତ୍ରରେ ନାନା ବାଧା ଅନୁଭବ କରି ଶିକ୍ଷା ବା ଅଭିଜ୍ଞତା ଲାଭ କରିବା; ଅନୁଭବଦ୍ୱାରା ବହୁଦର୍ଶୀ ହେବା —To learn a lesson or to acquire experience by encountering difficulties in the world.

[ଦ୍ରଷ୍ଟବ୍ୟ —ଠିକିଲା ନାରୀ ଘର କରେ—ପ୍ରବଚନ; ଏହାର ଅର୍ଥ =ଯେଉଁ ସ୍ତ୍ରୀ ସଂସାରରେ ବହୁତ ଦୁଃଖ ପାଇଥାଏ ସେ ଖୁବ୍ ଅଭିଜ୍ଞତା ଲାଭ କରେ]