ଠିକି ଶିଖିବା
ଠିକି ଶିଖିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଠିକି ଶିଖିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନାସଂସାରକ୍ଷେତ୍ରରେ ନାନା ବାଧା ଅନୁଭବ କରି ଶିକ୍ଷା ବା ଅଭିଜ୍ଞତା ଲାଭ କରିବା; ଅନୁଭବଦ୍ୱାରା ବହୁଦର୍ଶୀ ହେବା —To learn a lesson or to acquire experience by encountering difficulties in the world.
[ଦ୍ରଷ୍ଟବ୍ୟ —ଠିକିଲା ନାରୀ ଘର କରେ—ପ୍ରବଚନ; ଏହାର ଅର୍ଥ =ଯେଉଁ ସ୍ତ୍ରୀ ସଂସାରରେ ବହୁତ ଦୁଃଖ ପାଇଥାଏ ସେ ଖୁବ୍ ଅଭିଜ୍ଞତା ଲାଭ କରେ]