ଠିକିରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ତାସ୍‌ଖେଳରେ ନାଲିରଙ୍ଗ ଚତୁଷ୍କୋଣ ଆକାରର ତାସ୍; ରୁହିତନ୍ —୧. The diamond cards of card play.
୨. ଗୁଡ଼ାଖୁ ଖାଇବା ଚିଲମର କଣ୍ଠଦେଶରେ ଦିଆଯିବା ଗୋଡ଼ି —୨. A bit of flint put at the neck of the mouthpiece or receiver of a hubble-bubble.