ଠିକିବା
ଠିକିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ସ୍ତକ, ଷ୍ଟକ ଧାତୁ=ପ୍ରତିଘାତ)
ସମ୍ପାଦନା- ୧. ଗତିରୁଦ୍ଧ ହେବା; ବାଧା ପାଇବା; ହାବୁଡ଼ିବା — ୧. To be obstruted; to be hindered; to encounter a hindrance.
- ୨. କୌଣସି ଦୃଢ଼ପଦାର୍ଥରେ ଆଘାତ ପାଇବା — ୨. To strike against a hard thing; to collide against a hard thing.
- ୩. ରୋକାଯିବା; ଅଟକାଯିବା — ୩. To be detained or checked.
- ୪. ଅତିରିକ୍ତ ହେବା; ସମଧିକ ହେବା; ବଳିପଡ଼ିବା — ୪. To exceed.
- ୫. ନିଶ୍ଚିତ ହେବା —୫. To be fixed or settled.
- ୬. ସଂସାରରେ ବା କାର୍ଯ୍ୟକ୍ଷେତ୍ରରେ ଧକ୍କା ପାଇବା — ୬. To encounter difficulties in one's field of action or in the world.