ଠିକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ସ୍ତକ, ଷ୍ଟକ ଧାତୁ=ପ୍ରତିଘାତ) ସମ୍ପାଦନା

୧. ଗତିରୁଦ୍ଧ ହେବା; ବାଧା ପାଇବା; ହାବୁଡ଼ିବା — ୧. To be obstruted; to be hindered; to encounter a hindrance.


୨. କୌଣସି ଦୃଢ଼ପଦାର୍ଥରେ ଆଘାତ ପାଇବା — ୨. To strike against a hard thing; to collide against a hard thing.
୩. ରୋକାଯିବା; ଅଟକାଯିବା — ୩. To be detained or checked.
୪. ଅତିରିକ୍ତ ହେବା; ସମଧିକ ହେବା; ବଳିପଡ଼ିବା — ୪. To exceed.
୫. ନିଶ୍ଚିତ ହେବା —୫. To be fixed or settled.
୬. ସଂସାରରେ ବା କାର୍ଯ୍ୟକ୍ଷେତ୍ରରେ ଧକ୍କା ପାଇବା — ୬. To encounter difficulties in one's field of action or in the world.