ଠିକାଦାର୍
ଠିକାଦାର୍
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷଣ - ସମ୍ପାଦନା
- ୧. କାନ୍ତରାଟକାର; କାନତରାଟି; କଣ୍ଟ୍ରାକ୍ଟର — ୧. Contractor; one who undertakes to do any work on contract system.
ନାନାପ୍ରକାର ମିଷ୍ଟାନ୍ନ, ନାନାପ୍ରକାର ପେୟ, ଆସନ, ଦାନଖୁଣ୍ଟା ପର୍ଯ୍ୟନ୍ତ ଧରି ଠିକାଦାର ହାଜର ଫକୀରମୋହନ. ଗଳ୍ପସ୍ୱଳ୍ପ
- ୨. ଇଜରାଦାର; ବାର୍ଷିକ ବା ସାମୟିକ ଜମାରେ ଘାଟ ଆଦିର ମାସୁଲା ଆଦାୟର ସ୍ୱତ୍ୱ ପଟାନେଇ ଥିବା ବ୍ୟକ୍ତି — ୨. Ijaradar; a person who takes a farming lease.
ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - ସମ୍ପାଦନା
ଗ୍ରାମର ପ୍ରଜାଙ୍କଠାରୁ ଖଜଣା ଆଦାୟ କରି ନିର୍ଦ୍ଦିଷ୍ଟ ରାଜସ୍ୱ ଜମିଦାରଙ୍କ ନିକଟ ଦାଖଲ କରିବା ପାଇଁ ନିର୍ଦ୍ଦିଷ୍ଟ କାଳ ନିମନ୍ତେ ଇଜାରା ନେଇଥିବା ବ୍ୟକ୍ତି —Farmer of a village under a zamindar.