ଠିକାଦାର୍

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ -

ସମ୍ପାଦନା
୧. କାନ୍ତରାଟକାର; କାନତରାଟି; କଣ୍ଟ୍ରାକ୍ଟର — ୧. Contractor; one who undertakes to do any work on contract system.

ନାନାପ୍ରକାର ମିଷ୍ଟାନ୍ନ, ନାନାପ୍ରକାର ପେୟ, ଆସନ, ଦାନଖୁଣ୍ଟା ପର୍ଯ୍ୟନ୍ତ ଧରି ଠିକାଦାର ହାଜର ଫକୀରମୋହନ. ଗଳ୍ପସ୍ୱଳ୍ପ

୨. ଇଜରାଦାର; ବାର୍ଷିକ ବା ସାମୟିକ ଜମାରେ ଘାଟ ଆଦିର ମାସୁଲା ଆଦାୟର ସ୍ୱତ୍ୱ ପଟାନେଇ ଥିବା ବ୍ୟକ୍ତି — ୨. Ijaradar; a person who takes a farming lease.

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -

ସମ୍ପାଦନା

ଗ୍ରାମର ପ୍ରଜାଙ୍କଠାରୁ ଖଜଣା ଆଦାୟ କରି ନିର୍ଦ୍ଦିଷ୍ଟ ରାଜସ୍ୱ ଜମିଦାରଙ୍କ ନିକଟ ଦାଖଲ କରିବା ପାଇଁ ନିର୍ଦ୍ଦିଷ୍ଟ କାଳ ନିମନ୍ତେ ଇଜାରା ନେଇଥିବା ବ୍ୟକ୍ତି —Farmer of a village under a zamindar.