ଠିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ସ୍ଥିରୀକରଣ) ସମ୍ପାଦନା

୧. କୌଣସି କାମ ପାଇଁ ଆଗରୁ ସ୍ଥିରୀକୃତ ମୂଲ୍ୟ ବା ଦର — ୧. Contracted rate for a whole work; consolidated fare for a work agreed to beforehand.
୨. ପୂର୍ବରୁ ପାରିଶ୍ରମିକ ଚୂକ୍ତି କରି ବା ସ୍ଥିର କରି କରାଯିବା କାର୍ଯ୍ୟ; କାନ୍ତରାଟି କାମ —୨. Job-work; piece- work; work done by contract.
୩. ଅସ୍ଥାୟୀ କାର୍ଯ୍ୟ ବା ଚାକିରି — ୩. Temporary service or arrangement.
୪. ମଜୁରିରେ କରାଯିବା କାମ — ୪. Hire; mercenary work.
୫. ଠିକାରେ କାମ କରିବା ପ୍ରଣାଳୀ ବା ରୀତି — ୫. Contract system.
୬. ଇଜରା; ନିର୍ଦ୍ଦିଷ୍ଟ କରରେ କିଛି କାଳ ପାଇଁ ଦିଆଯିବା ଭୂସମ୍ପତ୍ତି ପଟ୍ଟା —Ijara; farming; temporary lease.
୭. ତାସ୍ ଖେଳରେ ଏକ ସମଖ୍ୟା ଚିହ୍ନିତ ତାସ୍ — ୭. The ace in card play.

ଦେଶଜ - ବିଶେଷଣ - ସମ୍ପାଦନା

୧. ଆସ୍ଥାୟୀ —୧. Temporary.
୨. ଆଗରୁ ପାରିଶ୍ରମିକ ସ୍ଥିର ହେଇଥିବା (କାର୍ଯ୍ୟ) — ୨. Contracted (work)