ଠିକରାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

[ ଠିକରା(ରେ)ଇବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଠିକରିବାର ଣିଜନ୍ତରୂପ — ୧. The causative from of 'Ṭhikaribā'.
୨. ଝଲସାଇବା —୨. To dazzle.

କିମ୍ୱା ନୈଶସିନ୍ଧୁ—ବାହୀ ନାବିକର ଆଖି ଠିକରାଇ ରାଧାନାଥ. ମହାଯାତ୍ରା