ଠିଆ ପାଲା
ଠିଆ ପାଲା
ଉଚ୍ଚାରଣ
ସମ୍ପାଦନା(ଠିଆପୂଜା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
ସମ୍ପାଦନାଯେଉଁ ସତ୍ୟନାରାୟଣ ବା ସତ୍ୟପୀର ପୂଜାରେ ପୂଜକମାନେ ଠିଆ ହୋଇ ବା ନାଚି ନାଚି ପାଲା ବୋଲନ୍ତି —The chanting of pālā songs by a band of musicians while standing or dancing.
[ ଦ୍ର—ସତ୍ୟନାରାୟଣ ପୂଜାର ପାଲା ବା ଗୀତକୁ ବସି କରି ପୋଥିଦ୍ୱାରା ବୋଲିବାକୁ 'ପୋଥିପୂଜା' ଓ ନାଟ କରି ବୋଲିବାକୁ 'ଠିଆପାଲା' ବା 'ଠିଆପୂଜା' ବୋଲାଯାଏ]