ଠିଆ ପାଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଠିଆପୂଜା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଯେଉଁ ସତ୍ୟନାରାୟଣ ବା ସତ୍ୟପୀର ପୂଜାରେ ପୂଜକମାନେ ଠିଆ ହୋଇ ବା ନାଚି ନାଚି ପାଲା ବୋଲନ୍ତି —The chanting of pālā songs by a band of musicians while standing or dancing.

[ ଦ୍ର—ସତ୍ୟନାରାୟଣ ପୂଜାର ପାଲା ବା ଗୀତକୁ ବସି କରି ପୋଥିଦ୍ୱାରା ବୋଲିବାକୁ 'ପୋଥିପୂଜା' ଓ ନାଟ କରି ବୋଲିବାକୁ 'ଠିଆପାଲା' ବା 'ଠିଆପୂଜା' ବୋଲାଯାଏ]