ଠିଆ ଠିଆ
ଠିଆ ଠିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଠିଆ ଠିଆ
|
ଦେଶଜ - ବିଶେଷଣ -
ସମ୍ପାଦନା- ୧. କିଛିକାଳ ପର୍ଯ୍ୟନ୍ତ ଦଣ୍ଡାୟମାନ — ୧. Standing for some time.
(ଯଥା—ମୁଁ ସେଠାରେ ଠିଆ ଠିଆ ହୋଇ ଘଡ଼ିକ ପରେ ତାଙ୍କୁ ନ ଦେଖି ଫେରି ଅଇଲି)
- ୨. ଠିଆ ହୋଇ ଅପେକ୍ଷା କରୁଥିବା — ୨. Waiting in a standing posture.
ଅନୁବାଦ
ସମ୍ପାଦନାଠିଆରେ ଠିଆରେ,ଠିଆ ଠିଆରେଅନ୍ୟରୂପ
କ୍ରି.ବିଶେଷଣ -
ସମ୍ପାଦନା- ୧. ଠିଆ ହୋଇ ହୋଇ ଅର୍ଥାତ୍ ନ ବସି — ୧. In a standing posture.
(ଯଥା—ମୋର କାଲି ରାତିଯାକ ଠିଆ ଠିଆ ପାହିଗଲା)
- ୨. ଗୋଡ଼େ ଗୋଡ଼େ; ଖଡ଼େଦମ୍; ଚଞ୍ଚଳ ଅର୍ଥାତ୍ ବିଳମ୍ୱ ନ କରି; କୌଣସି ସ୍ଥାନରେ ନ ବସି ବା ବିଶ୍ରାମ ନ କରି; ଅତି ଶିଘ୍ର — ୨. Without delay i.e. without taking any rest or without sitting for an instant
(ଯଥା—ତୁ ଡ଼ାକଘରୁ ପାର୍ଶେଲଟି ଠିଆ ଠିଆ ଘେନି ଆସିବୁ)