ଠିଆ କରତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ହାତକରତ—ବିପରୀତ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଯେଉଁ କରତକୁ ୨ ଜଣ ମନୁଷ୍ୟ ଠିଆ ହୋଇ ଧରି ବଡ଼ କାଠ ଚିରନ୍ତି; ବଡ଼ କରତ; ଠେଲା; କରତ —Cross-cut saw (as opposed to hand-saw)