ଠିଆରିଆ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ପ୍ରାଦେଶିକ - (କଟକ) ବିଶେଷଣ - (ଗାଳି)

ସମ୍ପାଦନା
୧. ବିଚାରହୀନ; ଚିନ୍ତାହୀନ; ଅବିବେଚକ — ୧. Thoughtless.
୨. ଅଭଦ୍ର — ୨. Uncouth; rude (Howells).