ଠିଅ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥିର ବା ସ୍ଥିତି) ସମ୍ପାଦନା

୧. ମର୍ଯ୍ୟାଦା; ଟେକ — ୧. Prestige.
୨. ଢ଼ିରା; ଅବଲମ୍ୱନ; ଆଶ୍ରା; କୌଣସି ବସ୍ତୁକୁ ଟେକି ରଖିବା ନିମନ୍ତେ ତହିଁରେ ଲେଖାଯିବା ଖୁଣ୍ଟି ଆଦି — ୨. Prop; support.
୩. ମନୁଷ୍ୟ ଚାଲିବା ସମୟରେ ଯେଉଁ ଯଷ୍ଟିକୁ ଅବଲମ୍ୱନ କରିଥାଏ —୩. Walking stick.
୪. ଯଷ୍ଟି ଆଦିର ମୂଳଦ୍ୱାରା କରାଯିବା ଆଘାତ; ଡ଼ିହ; ଗୋବ — ୪. A push by the butt-end of a stick.