ଠି
ଠି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ଅ (ଅନ୍ୟ ଶବ୍ଦ ସଙ୍ଗେ ଲାଗେ; ୭ମୀ ବିଭକ୍ତିର ଚିହ୍ନ)
ସମ୍ପାଦନାଠାରେ, ଠାଇଁ, ଠେଇଁ —In; at.
(ଯଥା—ସେଠି ବସିଲେ ଖାଇବାକୁ ମିଳିବ ନାହିଁ)
ପ୍ରାଦେଶିକ - (ମେଦିନୀପୁର) (କ୍ରିୟା ପ୍ରତ୍ୟୟ)
ସମ୍ପାଦନା(ମୁଁ) ଛି; ଅଛି— [ଯଥା—ଖାଉଠି=ମୁଁ ଖାଉଛି]
ପ୍ରାଦେଶିକ - (ଜାଶପୁର) ପ୍ରତ୍ୟୟ
ସମ୍ପାଦନାକୁ —To
(ଯଥା—ତାଠି=ତାକୁ)
(ଠି, ଠାଇଁ, ଠେଇଁ—ଅନ୍ୟରୂପ)