ଠା ଜାଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଖାଇବାର ସ୍ଥାନ — The place where one takes his meal

ରାମହରି ବାବୁ ଖବର ପାଇ ଠାଜଗାରୁ ଉଠି ଲଣ୍ଡଭଣ୍ଡ ହୋଇ ଧାଇଁଛନ୍ତି— ଫକୀରମୋହନ. ଗଳ୍ପସ୍ୱଳ୍ପ