ଠା ଜଗା
ଖାଇବାର ସ୍ଥାନ — The place where one takes his meal
ରାମହରି ବାବୁ ଖବର ପାଇ ଠାଜଗାରୁ ଉଠି ଲଣ୍ଡଭଣ୍ଡ ହୋଇ ଧାଇଁଛନ୍ତି— ଫକୀରମୋହନ. ଗଳ୍ପସ୍ୱଳ୍ପ