ଠାୟାଁଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା

୧. ୧ ଦ୍ୱିତୀୟ ବିବାହିତା ଶୂଦ୍ର ବିଧବା — ୧. A remarried Ṣūdra widow.
୨. ସ୍ୱାମୀଦ୍ୱାରା ପରିତ୍ୟକ୍ତା ବା ବିଧବା ଯେଉଁ ଶୁଦ୍ରାଣୀ ଦୁତୀୟା ପ୍ରଥା ଅନୁସାରେ ଯଥାକ୍ରମେ ଏକାଧିକ ପତି ଗ୍ରହମ କରେ —୨. A Ṣūdra widow who takes succesive husbands.

[ ଦ୍ର—ଯେଉଁ ବିଧବା ଶୁଦ୍ରାଣୀ ଯଥାକ୍ରମେ ଏକାଧୀକ ପତିଙ୍କୁ 'ଦୁତୀୟା' ହୁଏ ତାକୁ' ତିନି ଠାୟାଁଣୀ' ବୋଲାଯାଏ]