ଠାୟାଁ
(ଠାୟାଁଣୀ—ସ୍ତ୍ରୀ)
ଯେଉଁ ପୁରୁଷ ବିଧବା ସ୍ତ୍ରୀକୁ ଶୂଦ୍ରମାନଙ୍କ ସମାଜରେ ପ୍ରଚଳିତ 'ଦୁତିଆ' ପ୍ରଥା ଅନୁସାରେ ବିବାହ କରେ —The hurband of a remarried Ṣūdra widow.
[ ଦ୍ର—ଠାୟାଁ ଠାୟାଁଣୀଙ୍କ ଔରସ ପୁତ୍ରକୁ ଗଜମନ ଠାୟାଁ ଓ କନ୍ୟାକୁ ଗଜମନ ଠାୟାଁଣୀ ବୋଲାଯାଏ]