ଠାୟାଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଠାୟାଁଣୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ଯେଉଁ ପୁରୁଷ ବିଧବା ସ୍ତ୍ରୀକୁ ଶୂଦ୍ରମାନଙ୍କ ସମାଜରେ ପ୍ରଚଳିତ 'ଦୁତିଆ' ପ୍ରଥା ଅନୁସାରେ ବିବାହ କରେ —The hurband of a remarried Ṣūdra widow.

[ ଦ୍ର—ଠାୟାଁ ଠାୟାଁଣୀଙ୍କ ଔରସ ପୁତ୍ରକୁ ଗଜମନ ଠାୟାଁ ଓ କନ୍ୟାକୁ ଗଜମନ ଠାୟାଁଣୀ ବୋଲାଯାଏ]