ଠାସିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଠସା(ସେ)ଇବା, ଠାସେଇବାଣିଜନ୍ତରୂପ

ଦେଶଜ - କ୍ରି.—(ସଂସ୍କୃତ - ସ୍ଥାସ୍ନୁ=ଦୃଢ଼ ମନ୍ନିବେଶିତ;) ସମ୍ପାଦନା

୧. କୌଣସି ପଦାର୍ଥକୁ କୌଣସି ପାତ୍ର ବା ସଂକୀର୍ଣ୍ଣ ସ୍ଥାନରେ ପୂରାଇ ଉପରୁ ଖୁନ୍ଦିବା; ଠେସିବା —୧. To stuff in or press a thing into a narrow space; to ram down something into a narrow tube or space; to carm down with force.

(ଯଥା—ବାଣୁଆ ବନ୍ଧ କର ନଳିରେ ବାରୁଦକୁ ଠାସୁଛି)

୨. ଠାଆ ବା ଛାଞ୍ଚରେ ସୁନା ରୂପାଆଦିର ପାତିଆ ରଖି ପାତିଆ ରଖିଲେ ମାଡ଼ ଦେବା —୨. To beat a thin metal-plate over a mould or a die.
୩. ଜୋରକରି ପେଲିବା — ୩. To push with force.
୪. (ଅଶ୍ଳୀଳ) ସ୍ତ୍ରୀକୁ ମୈଥୁନ କରିବା — ୪. (Indecent) To cohabit a woman