ଠାସକୁ ମାରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ପର ଉପରେ ନିର୍ଭର କରିବା — ୧. To depend on another
୨. ଅନୁମାନ କରିବା; ଅନ୍ଦାଜ କରିବା; ଠଉରାଇବା — ୨. To guess; to conjecture.

(ଯଥା—୧ ବୁଢ଼ା ବାଡ଼ି ଧରି ଅନ୍ଧାର ବାଟରେ ଠାସକୁ ମାରି ଚାଲୁଛି—୨ ଠାସକୁ ମାରି ମୁଁ ଏ ଛଟା ଲୋଖାକୁ ପଢ଼ିଗଲି)

୩. ଉଣ୍ଡାଳିବା, ଅଣ୍ଡାଳିବା —୩. To feel in the dark.