ଠାର୍ ଠୁର୍
ନେତ୍ର ଓ ହସ୍ତା— ଦିର ସଙ୍କେତଦ୍ୱାରା ଅନ୍ୟାନ୍ୟରେ ମନୋଭାବର ଆଦାନ ପ୍ରଦାନ —Mutual exchange of view by dumb signs and glances.
ଠାରଠୁର କଥା ହୋଇଣ ସରସରେ କୃଷ୍ଣସିଂହ. ମହାଭାରତ. ଆଦି