ଠାରେ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ଅନ୍ୟ. ଶବ୍ଦ ସଙ୍ଗେ ଯୁକ୍ତ ସମ୍ପାଦନା

୧. (ଅଧିକରଣ ବା ୭ମୀ ବିଭକ୍ତି ଚିହ୍ନ) ରେ; ନିକଟରେ — ୧. At; near.

ସେ କଥା କହ ଆମ୍ଭଠାରେ ପ୍ରାଚୀ. ନିଗୁଣମାହାତ୍ମ୍ୟା

୨. ହେଁ; ସତ୍ୱେ; (ଅମୁକକଥା) ଘଟିଥାଇ ସୁଦ୍ଧା — ୨. In spite of.

ସାହା ହୋଇ କୃଷ୍ଣର ତୁଲରେ ତୁମ୍ଭେ ମୋର ଥିବାଠାରେ ଦାସୀ ହୋଇଲି ମୁଁ ତାଙ୍କର କୃଷ୍ଣସିଂହ. ମହାଭାରତ ବନ

୩. (ଅମୁକ ବିଷୟ ଘଟିବା) ଅବସ୍ଥାରେ —୩. Under the circumstancess of.

ଏରୂପେ ହେଲାଠାରେ ତୁମ୍ଭ ତାଙ୍କ ସେନା ଯୁଦ୍ଧକଲେ ରାଜନ ହୋଇ ରୋଷମନା କୃଷ୍ଣସିଂହ, ମହାଭାରତ ଭୀଷ୍ମ

୪. (ଅମୁକ) ସ୍ଥାନରେ —୪. In a place; at a place.

ଏରୂପେ ଇନ୍ଦ୍ରଙ୍କ ଦେହରୁ ବ୍ରହ୍ମହତ୍ୟା, ଚାରିଠାରେ ରଖିଲେ ବ୍ରହ୍ମାଲୋକ ପିତା କୃଷ୍ଣସିଂହ. ମହାଭାରତ. ଶାନ୍ତି.

୫. (ଅମୁକ ସ୍ତ୍ରୀର) ଆଡ଼େ; ଗର୍ଭରେ (ଜାତ) — ୫. In the wamb of; (born) from such or such a woman.

ପଞ୍ଚକୁମତ ତାର ଠାରେ, ହୋଇଲେ ଅତି ମନୋହରେ ଜଗନ୍ନାଥ. ଭାଗବତ