ଠାରେ
ଠାରେ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ଅ. (ଅନ୍ୟ. ଶବ୍ଦ ସଙ୍ଗେ ଯୁକ୍ତ
ସମ୍ପାଦନା- ୧. (ଅଧିକରଣ ବା ୭ମୀ ବିଭକ୍ତି ଚିହ୍ନ) ରେ; ନିକଟରେ — ୧. At; near.
ସେ କଥା କହ ଆମ୍ଭଠାରେ ପ୍ରାଚୀ. ନିଗୁଣମାହାତ୍ମ୍ୟା
- ୨. ହେଁ; ସତ୍ୱେ; (ଅମୁକକଥା) ଘଟିଥାଇ ସୁଦ୍ଧା — ୨. In spite of.
ସାହା ହୋଇ କୃଷ୍ଣର ତୁଲରେ ତୁମ୍ଭେ ମୋର ଥିବାଠାରେ ଦାସୀ ହୋଇଲି ମୁଁ ତାଙ୍କର କୃଷ୍ଣସିଂହ. ମହାଭାରତ ବନ
- ୩. (ଅମୁକ ବିଷୟ ଘଟିବା) ଅବସ୍ଥାରେ —୩. Under the circumstancess of.
ଏରୂପେ ହେଲାଠାରେ ତୁମ୍ଭ ତାଙ୍କ ସେନା ଯୁଦ୍ଧକଲେ ରାଜନ ହୋଇ ରୋଷମନା କୃଷ୍ଣସିଂହ, ମହାଭାରତ ଭୀଷ୍ମ
- ୪. (ଅମୁକ) ସ୍ଥାନରେ —୪. In a place; at a place.
ଏରୂପେ ଇନ୍ଦ୍ରଙ୍କ ଦେହରୁ ବ୍ରହ୍ମହତ୍ୟା, ଚାରିଠାରେ ରଖିଲେ ବ୍ରହ୍ମାଲୋକ ପିତା କୃଷ୍ଣସିଂହ. ମହାଭାରତ. ଶାନ୍ତି.
- ୫. (ଅମୁକ ସ୍ତ୍ରୀର) ଆଡ଼େ; ଗର୍ଭରେ (ଜାତ) — ୫. In the wamb of; (born) from such or such a woman.
ପଞ୍ଚକୁମତ ତାର ଠାରେ, ହୋଇଲେ ଅତି ମନୋହରେ ଜଗନ୍ନାଥ. ଭାଗବତ