ଠାପେ(ପା)ଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ବାହାନା କରିବା; ଛଟା ଗାଳିବା — ୧. To feign; to plead excuses for being exempted from work.
୨. ଛୋଟେଇ ଛୋଟେଇ ଚାଲିବା —୨. To limp.