ଠାପୁଆ
ଠାପୁଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଠାପୁଆ
|
(ଠାପେଈ; ଠାପୋଈ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଂ. (ସ୍ଥା. ଧାତୁ, ଣିଚ; ସ୍ଥାପି ଧାତୁ)
ସମ୍ପାଦନା- ୧. ମଠୁଆ —୧. Dilatory; slow; sluggish.
- ୨. କର୍ମକୋଢି; ଅଳସୁଆ; ଶ୍ରମବିମୁଖ — ୨. Idle; lazy.
କେହି ବା ଠାପୁଆ ପଣେ ଧର୍ମଧ୍ୱଜ ଧରି ପରଠାରୁ ସଦା ଅର୍ଥଶୋଷଣ ପ୍ରୟାସି ରାଧାନାଥ. ମହାଯାତ୍ରା
- ୩. ଯେଉଁ ଲୋକ ବାହାନା କରି କାର୍ଯ୍ୟରୁ ବା ପରିଶ୍ରମରୁ ଅବ୍ୟାହତି ପାଇବାକୁ ଚେଷ୍ଟାକରେ; ଛଟାଗଳା — ୩. One who puts of work on various lame excuses (e.g. feignning inability or disease).