ଠାଣେଦାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ହିନ୍ଦୀ - ଥାନେଦାର୍ରୁ ଅନୁକୃତ) ସମ୍ପାଦନା

୧. ଥାନାଦାର୍; ଥାନାର ଭାରପ୍ରାପ୍ତ ଅଫିସର — ୧. The officer in charge a police- station.
୨. (ଲକ୍ଷଣାର୍ଥ) ପରାକ୍ରମଶାଳୀ ବ୍ୟକ୍ତି — ୨. (figurative) A mighty or powerful person.

ଦେଶଜ - ବିଶେଷଣ - ସମ୍ପାଦନା

ପରାକ୍ରମଶାଳୀ —Mighty; powerful.

ଠାଣେଦାର ରଣରଣ ଠୋ କରି ନେବ ପ୍ରାଣ କବିସୂର୍ଯ୍ୟ. ସଙ୍ଗୀତ