ଠାଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ) ସମ୍ପାଦନା

୧. ଅଙ୍ଗଭଙ୍ଗୀ — ୧. Pose of the body.

ଲେଖାରେ ହେଲେତ ଲେଖାମାନଙ୍କରେ ଲେଖାରେ ନୋହି ସେ ଠାଣି କବିସୂର୍ଯ୍ୟ. ସଙ୍ଗୀତ

୨. ଆକୃତି —୨. Figure; from.

ମର୍ତ୍ତ୍ୟେ କି ସମ୍ଭବେ କେବେ ସେ ଅଦ୍ଭୂତ ଲାବଣ୍ୟ ଠାଣି ରାଧାନାଥ, ନନ୍ଦୀକେଶ୍ୱରୀ

୩. କଥାର ଭଙ୍ଗୀ —୩. Mode of speech.
୪. ରୀତି; ଢଙ୍ଗ; ବଙ୍ଗୀ —୪. Mode; manner.

ତରଣୀ ତୋ ବାଣୀ ମୃଦୁ ମୃଦୁ ଠାଣି ଶୁଣିଥିବ ପୁଣି ଯାହା କାନ କବିସୂର୍ଯ୍ୟ. ସଙ୍ଗୀତ

୫. ସ୍ଥିରତା; ଧୈର୍ଯ୍ୟ —୫. Patience.

ମାର ରଖିଛି ଶର ଶାଣି, ତାର ତ ଚରିତ ଅଛୁ ପରା ଜାଣି, ସାରକୁ ଘେନିଯିବ ଛାଣି କାର ସେ ରଖେ ଠାଣି କବିସୂର୍ଯ୍ୟ. ସଙ୍ଗୀତ