ଠାକୁର ରଜା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ପୁରୀର ରାଜା — The name by which the Raja of Puri is generally styled.

[ ଦ୍ର—ପୁରୀର ରାଜା ହିନ୍ଦୁ ଜାତିର ଉପାସ୍ୟ ଶ୍ରୀଶ୍ରୀଶ୍ରୀ ଜଗନ୍ନାଥ ଦେବତାଙ୍କ ସେବାଏତ୍ ମାରଫତଦାର୍ ବୋଲି ହିନ୍ଦୁମାନେ ତାଙ୍କୁ ଠାକୁର ରଜା କହନ୍ତି]