ଠାକୁର ଦେବତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଏକାର୍ଥବୋଧ ସହଚର ଶବ୍ଦ; ସଂସ୍କୃତ - ଠାକ୍କୁର+ଦେବତା) ସମ୍ପାଦନା

ଦେବାଦେବୀ; ଦିଅଁ ଦେବତା — Deities (in general).

(ଯଥା—ପିଲାଏ ଏବେ ଅଙ୍ଗ୍ରେଜୀ ପାଠ ପଢ଼ି ଆଉ ଆମ ଠାକୁର ଦେବତାଙ୍କୁ ମାନିଲେ ନାହିଁ)