ଠାକୁରାଣୀ ଯାତ୍ରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଗଞ୍ଜାମ) ଚି ସମ୍ପାଦନା

ଫାଲ୍ଗୁନ ଶୂକ୍ଳ ଦ୍ୱିତୀୟାଠାରୁ ଚୌତ୍ରମାସ ଶେଷପର୍ଯ୍ୟନ୍ତ କରାଯିବା ଉତ୍ସବ — A festival begun on the ୨nd day of the bright fortnight of Fāl-guna.

[ ଦ୍ର—ଏହାଉପଲକ୍ଷର ଗୋଟିଏ ଶୁଭସ୍ତମ୍ଭ ପୋତାଯାଏ ବିଶେଷତଃ ଚୌତ୍ର ମାସର ସବୁ ମଙ୍ଗଳବାରରେ ତାରା ତାରିଣୀ ଆଦି ଦେବୀଙ୍କ ନିକଟରେ ପଜା ଓ ପଶୁ ପକ୍ଷୀ ଆଦି ବଳି ଦିଆଯାଏ]