ଠାକୁରାଣୀ
ଠାକୁରାଣୀ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - ସ୍ତ୍ରୀ. (ଠାକୁରର ସ୍ତ୍ରୀଲିଙ୍ଗ)
ସମ୍ପାଦନା- ୧. ଦେବୀ —୧. Goddess.
ଠାକୁର ଠାକୁରାଣୀଙ୍କ ପଦାମ୍ୱୁକ ଧ୍ୟାନରଙ୍କ କବିସୂର୍ଯ୍ୟ. କିଶୋରୀଚମ୍ପୂ ଠ ଗୀତ
- ୨. ରାଣୀ —୨. Queen.
କାନ୍ତାର ବିମନ ଜାଣି ପଚାରନ୍ତି ଠାକୁରାଣୀ ଦିଶୁଛଚତ ଶ୍ରୀମୁଖ ବିରସ ବିଶ୍ୱନାଥ, ବିଚିତ୍ରରାମାୟଣ
- ୩. ସ୍ୱାମିନୀ; ପ୍ରଭୂ ପତ୍ନୀ; ପ୍ରଭୂଙ୍କ ସ୍ତ୍ରୀ — ୩. Lady; misterss.
- ୪. ଗୃହିଣୀ; ଗୃହକର୍ତ୍ତ୍ରୀ —୪. Mistress of the house.
- ୫. ଗୁରୁପତ୍ନୀ —୫. Spirtual preceptor's wife.
- ୬. ମହାଲକ୍ଷ୍ମୀ —୬. The Goddess of fortune.
ବୋଲି ଠାକୁରାଣୀ ରକ୍ଷ ଛଳ ଭଣି ଅଯୋଧ୍ୟାବର ଯେ ଭଞ୍ଜ. ବୈଦେହୀଶବିଳାସ
- ୭. ଦୁର୍ଗା; ପାର୍ବତୀ —୭. Goddess Durgā.
- ୮. ବସୁମାତା; ବସୁଧା ଦେବୀ — ୮. The Goddess of earth; earth personified.
- ୯. ଗ୍ରାମ ଦେବତା —୯. Village Goddess.
- ୧. ଶୀତଳାଦେବୀ; ବସନ୍ତ ରୋଗ — ୧୦. Small pox; the Goddess of small pox.
- ୧୧. ଗୋବସନ୍ତ — ୧୧. Cattle-pox.
- ୧୨. କେନ୍ଦୁଝର ରାଜ୍ୟର ପର୍ବତବିଶେଷ —୧୧. Name of a mountain in Keonjhar State.
[ ଦ୍ର—ଏହାର ଉଚ୍ଚତା ୩୩: ଫୁଟ ]