ଠାକୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ) ସମ୍ପାଦନା

୧. (ଅମୁକ ବ୍ୟକ୍ତି ବା ସ୍ଥାନର) ନିକଟକୁ —୧. ୧. Near; to (such a person or place)

ଯାଅ ହେ ଏବେ ତୁମ୍ଭେ ଦମୟନ୍ତୀ ଠାକୁ କୃଷ୍ଣସିହ. ମହାଭାରତ. ବନ

୨. (ଅମୁକ) ସ୍ଥାନକୁ —୨. To (such a place).

କେଉଁ ଠାକୁ ଗଲେ ସେ କଣ୍ୱ ମହାଋଷି କୃଷ୍ଣସିଂହ. ମହାଭାରତ. ଆଦି