ଠାକରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବାଣବିଶେଷ; ତୁମ୍ଭୀବାଣ (କାଠଗଡ଼ରେ ଗଭୀର ଛିଦ୍ର କରି ତହିଁରେ ବାରୁଦ ଗୁଳି ଖୁନ୍ଦା ହେବା ବାଣ) — ୧. A kind of fire-work made by ramming powder into made in a trunk or log of wood.
୨. ଦେଉଳ ତା କୋଠାର ଛାତ ଉପରେ ସର୍ବ ଶେଷରେ ଯେଉଁ ପଥର ବା ଟାଇଲ୍ଖଣ୍ଡ ପକାଇ ଛାତ ମୁଦା ଯାଏ — ୨. The last stone or tile set at the apex of a spire, temple, dome or building.
୩. ତେଣୁଆ; ଢିମା; ଟେଳା — ୩. Big clod of earth; shard.
୪. ଟାକର; ଠଣା; ଆଙ୍ଗୁଠିର ଗଣ୍ଠିଦ୍ୱାରା ମୁଣ୍ଡରେ ଆଘାତ — ୪. A rap on the head with the knuckle.
୫. ଖପରା —୫. Potsherd.

ଦେଶଜ - ବିଶେଷଣ - ସମ୍ପାଦନା

୧. (ସଂସ୍କୃତ - ଶୁଷ୍କ) ଶୁଷ୍କ — ୧. Dride up; having no monisture.

ଅନୁବାଦ ସମ୍ପାଦନା

୨. ନିର୍ଜଳ —୨. Waterless.
୩. ନୀରସ; ରସଶୂନ୍ୟ —୩. Sapless; juiceless,

ଓଳିଆ ଗଲେଣି ବମା ଖାଇ ଚକୁତି ପଡ଼ିଛି ଠାକିଲା ହୋଇ —ତଗ

୪. ପୋଲା; ଶୂନ୍ୟଗର୍ଭ —୪. Empty.