ଠାଏ
ଠାଏ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ଅ
ସମ୍ପାଦନା- ୧. (ଅମୁକ) ସ୍ଥାନରେ — ୧. At (a place); in.
ଏଣୁ ପରମ ପ୍ରାୟେ, ଉଦାସୀ ମତେ ସର୍ବଠାଏ— ଜଗନ୍ନାଥ. ଭାଗବତ
- ୨. ଏକ ସ୍ଥାନରେ — ୨. At one place, at a certain place.
ଏକଠା ହୋଇଣ ବସିଲେ ଠାଏ ଆସି—କୃଷ୍ଣସିଂହ, ମହାଭାରତ, ବନ
- ୩. (ଅମୃକ) ସ୍ଥାନକୁ —୩. To (a place).
କେଶିଧ୍ୱଜରଠାରୁ ଭୟେ, ପଳାଇ ଗଲା ଥାନ ଠାଏ— ଜଗନ୍ନାଥ. ଭାଗବତ
- ୪. (୭ମୀ ବିଭକ୍ତି ପ୍ରତ୍ୟୟ)ଠାରେ — ୪. (a suffix donoting) In; at.
ଠାଏ
ଉଚ୍ଚାରଣ
ସମ୍ପାଦନାଦେଶଜ - ଅ
ସମ୍ପାଦନାଠାଏ (ଦେଖ) - Ṭhāe (See)