ଠାଇଠାଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - (ବହୁବାର) ସମ୍ପାଦନା

୧. ଗାଲରେ ଜୋର୍ରେ ଉପର୍ଯ୍ୟୁପରି ଚାପୁଡ଼ା ମାରିବା ପ୍ରକାରେ — ୧. (to deal slaps) With repeatated clapping sounds.

(ଯଥା—ସେ ମତେ ଠାଇଠାଇ ପୁଞ୍ଜାଏ ଚାପୁଡ଼ା ମାଇଲା)

୨. ଶୀତରେ ଦେହ ବିଶେଷ କମ୍ପିବା ପ୍ରକାରେ — ୨. With a shiver (through cold).