ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଠାଇଠାଇ
ଭାଷା
ଦେଖିବେ
ସମ୍ପାଦନା
ଠାଇଠାଇ
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ଦେଶଜ - କ୍ରି.ବିଶେଷଣ - (ବହୁବାର)
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Ṭhāṙ-ṭhāi
ଆଇ.ପି.ଏ.
— ʈʰˈaiʈʰˌai
ଧ୍ୱନି (ମାନକ ଓଡ଼ିଆ)
(
file
)
ଧ୍ୱନି (ମାନକ ଓଡ଼ିଆ)
(
file
)
ଅନୁବାଦ
ସମ୍ପାଦନା
ଠାଇଠାଇ
ବଙ୍ଗାଳୀ:
ঠাইঠাই
ହିନ୍ଦୀ:
ठायँठायँ
ଦେଶଜ - କ୍ରି.ବିଶେଷଣ - (ବହୁବାର)
ସମ୍ପାଦନା
୧. ଗାଲରେ ଜୋର୍ରେ ଉପର୍ଯ୍ୟୁପରି ଚାପୁଡ଼ା ମାରିବା ପ୍ରକାରେ — ୧. (to deal slaps) With repeatated clapping sounds.
(ଯଥା—ସେ ମତେ ଠାଇଠାଇ ପୁଞ୍ଜାଏ ଚାପୁଡ଼ା ମାଇଲା)
୨. ଶୀତରେ ଦେହ ବିଶେଷ କମ୍ପିବା ପ୍ରକାରେ — ୨. With a shiver (through cold).