ଠାଇଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ) ସମ୍ପାଦନା

୧. ସ୍ଥାନ —୧. Place.
୨. ଦିଗ —୨. Direction.

ଏବେ ଧାଇଁ ଅଛନ୍ତି କ୍ରୋଧରେ ମୋ ଠାଇଁ କି— କୃଷ୍ଣସିଂହ. ମହାଭାରତ. ବନ

ଅନୁବାଦ ସମ୍ପାଦନା

୩. ଶୂଦ୍ର ସମାଜରେ ବିଧବାର ଦ୍ୱିତୀୟ ବିବାହ; ଥୂଆଥୋଇ; ଦୁତିଅ ହେବା ପ୍ରଥା —୩. The custom of widow-marriage among the Ṡūdras.

ଅନୁବାଦ ସମ୍ପାଦନା

୪. ଆଶ୍ରୟ —୪. Shelter.

ପାଉ ଅଭାଗିନୀ ଠାଇଁ ତୋ ବକ୍ଷେ— ନନ୍ଦକିଶୋର. କୃଷ୍ଣକୁମାରୀ

ଅନୁବାଦ ସମ୍ପାଦନା

=== ଅ (ସଂସ୍କୃତ - ସ୍ଥାନେ)

ଠାରେ —In, it.

ବ୍ରହ୍ମା କହିଲେ ସେ ବିଷ୍ଣୁଙ୍କ ଠାଇଁ—ପ୍ରାଚୀ, ପରଚେଗୀତା